ରାୟଗଡ଼ାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନୂତନ ଜିଲ୍ଲା ଅଦାଲତର ଶିଳାନ୍ୟାସ

ରାୟଗଡ଼ା: ରାୟଗଡ଼ା କୋର୍ଟ ପରିସରରେ ନୂତନ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୂରଲୀଧର। ୪୭ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠାରେ ଡିଜିଟାଲ୍ ଆଇନ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିବ। ଆସନ୍ତା ୨ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ଅବସରରେ କୋର୍ଟ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ … Continue reading ରାୟଗଡ଼ାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ଵାରା ନୂତନ ଜିଲ୍ଲା ଅଦାଲତର ଶିଳାନ୍ୟାସ